ବଡ଼େ Baṟḍ̠e

  • ଦେ. ବିଣ ଓ କ୍ରି. ବିଣ. (ପ୍ରାଚୀନ ସାହିତ୍ୟ) — ବଡ଼; ଭାରୀ; ଅତି; ଅତ୍ୟନ୍ତ — Very much; excessive
  • ଦେ. ବିଣ ଓ କ୍ରି. ବିଣ. (ପ୍ରାଚୀନ ସାହିତ୍ୟ) — ବଡ଼େ ଯେ ରାବକୁ ବିହି, ବୋଲାଇ ରାବଣ ସେହି। ଭଞ୍ଜ. ବୈଦେହୀଶବିଳାସ।