ବଡ଼ା Baṟḍ̠ā

  • ଦେ. ବି. (ସଂ. ବଟକ) — ଘୃତ ବା ତୈଳପକ୍ୱ ପିଷ୍ଟକବିଶେଷ; ବରା — A kind of cake fried in ghee or oil
  • ଦେ. ବି. (ସଂ. ବଟକ) — ମୁଣ୍ଡର କେଶମୂଳରେ ହେବା ଏକପ୍ରକାର ବଥ — Boil at the root of the hair on the head
  • ଦେ. ବି. (ସଂ. ବଟକ) — ମାଟିର ଛୋଟ ହାଣ୍ଡି (ଏହାର ମୁହଁ ଘଡ଼ି ଅପେକ୍ଷା ଚଉଡ଼ା ଓ ଏଥିରେ ଘିଅ, ତେଲ ଆଦି ରଖାଯାଏ।) — A small wide-mouthed earthen pot
  • ପ୍ରାଦେ. (ସମ୍ବଲପୁର) ବିଣ. — ବଡ଼ — Great
  • ପ୍ରାଦେ. (ସମ୍ବଲପୁର) ବିଣ. — ଅତ୍ୟନ୍ତ ବଡ଼ — Very great
  • ପ୍ରାଦେ. (ସମ୍ବଲପୁର) ବିଣ ର ବିଣ. — ଅତ୍ୟନ୍ତ — Very much