ବଡ଼ ଗିଲ Baṟḍ̠a gila
- ପ୍ରାଦେ. (ଗଡ଼ଜାତ) ବି — ଏକ ଜାତୀୟ ଚେପ୍ଟା ବନ୍ୟ ଲତା- ଫଳ — The fruit of a wild creeper
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ବ୍ୟାସ 2 ଇଞ୍ଚ। ଲିପା ହୋଇଥିବା ମାଟି ଉପରେ ଏ ଫଳକୁ ଘଷିଲେ ସେହି ଯାଗାଟି ଚିକ୍କଣ ଓ ସୁନ୍ଦର ହୋଇଯାଏ।] — [ଦ୍ର—ଏହାର ବ୍ୟାସ2ଇଞ୍ଚ ଲିପା ହୋଇଥିବା ମାଟି ଉପରେ ଏ ଫଳକୁ ଘଷିଲେ ସେହି ଯାଗାଟି ଚିକ୍କଣ ଓ ସୁନ୍ଦର ହୋଇଯାଏ]