ବ୍ୟୋମ Byoma

  • ସଂ. ବି. (ବ୍ଯେ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ମନ୍; ନିପାତନ; ବ୍ୟୋମନ୍ ଶବ୍ଦ, 1 ମା 1 ବ) — ଆକାଶ; ଅମ୍ବର; ଶୂନ୍ଯ; ନଭୋମଣ୍ଡଳ — The sky; the heavens
  • ସଂ. ବି. (ବ୍ଯେ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ମନ୍; ନିପାତନ; ବ୍ୟୋମନ୍ ଶବ୍ଦ, 1 ମା 1 ବ) — ଜଳ — Water
  • ସଂ. ବି. (ବ୍ଯେ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ମନ୍; ନିପାତନ; ବ୍ୟୋମନ୍ ଶବ୍ଦ, 1 ମା 1 ବ) — ସୂର୍ଯ୍ୟୋପାସନାର୍ଥ ମନ୍ଦିର — A temple sacred to the Sun-god
  • ସଂ. ବି. (ବ୍ଯେ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ମନ୍; ନିପାତନ; ବ୍ୟୋମନ୍ ଶବ୍ଦ, 1 ମା 1 ବ) — ମେଘ (ହି. ଶ.) — Cloud
  • ସଂ. ବି — ରାମାୟଣୋକ୍ତ ରାକ୍ଷସ ବିଶେଷ; ବ୍ୟୋମାସୁର — Name of a demon
  • ସଂ. ବି — (ଉ—ବ୍ୟୋମମାର୍ଗେ ଯିବ ଚାହିଁ, ବ୍ୟୋମ ଭଗ୍ନୀପତି କହି। ଭଞ୍ଜ. ବୈଦେହୀଶବିଳାସ।)
  • ସଂ. ବି — ଭାଗବତୋକ୍ତ ଦୈତ୍ୟ ବିଶେଷ (ଏହାକୁ ଶ୍ରୀକୃଷ୍ଣ ମାରିଥିଲେ) — Name of another demon killed by Ṡrīkṛushṇa