ବ୍ୟୁଷ Byusha

  • ସଂ. ବି—(ବି+ଉଷ ଧାତୁ=ବଧ କରିବା, ରୁଗ୍ଣ କରିବା+କର୍ତ୍ତୃ. ଅ; ଯାହା ମନୁଷ୍ୟକୁ ରୁଗ୍ଣ କରେ; ତୁଳନା କର ପ୍ରତ୍ୟୁଷ) ସୂର୍ଯ୍ୟୋଦୟ ସମୟ (ହି. ଶ) — The time of sunrise
  • ସଂ. ବି—(ବି+ଉଷ ଧାତୁ=ବଧ କରିବା, ରୁଗ୍ଣ କରିବା+କର୍ତ୍ତୃ. ଅ; ଯାହା ମନୁଷ୍ୟକୁ ରୁଗ୍ଣ କରେ; ତୁଳନା କର ପ୍ରତ୍ୟୁଷ) ପ୍ରାତଃକାଳ (ହି. ଶ.) — Morning