ବ୍ୟାଡ଼ Byaṟḍ̠a
- ସଂ. ବି. (ବି+ଆ+ଅଡ଼ ଧାତୁ=ଉଦ୍ୟତ ହେବା+କର୍ତ୍ତୃ. ଅ) — ସର୍ପ — Snake; serpent
- ସଂ. ବି. (ବି+ଆ+ଅଡ଼ ଧାତୁ=ଉଦ୍ୟତ ହେବା+କର୍ତ୍ତୃ. ଅ) — ଶ୍ୱାପଦ; ମାଂସାହାରୀ ହିଂସ୍ର ଜନ୍ତୁ — A carnivorous beast; a beast of prey
- ସଂ. ବି. (ବି+ଆ+ଅଡ଼ ଧାତୁ=ଉଦ୍ୟତ ହେବା+କର୍ତ୍ତୃ. ଅ) — ଇନ୍ଦ୍ର — Indra
- ସଂ. ବି. (ବି+ଆ+ଅଡ଼ ଧାତୁ=ଉଦ୍ୟତ ହେବା+କର୍ତ୍ତୃ. ଅ) — ପ୍ରତାରକ; ଶଠ — A cheat; deceiver; knave
- ସଂ. ବି. (ବି+ଆ+ଅଡ଼ ଧାତୁ=ଉଦ୍ୟତ ହେବା+କର୍ତ୍ତୃ. ଅ) — ବାଘ (ହି. ଶ.) — Tiger
- ସଂ. ବିଣ ପୁଂ — ପ୍ରବଞ୍ଚକ — Deceitful; fraudulent