ବ୍ୟାନ Byāna

  • ସଂ. ବି (ବି+ଅନ. ଧାତୁ=ବଞ୍ଚିବା+କରଣ. ଅ) — ଶରୀର ମଧ୍ୟସ୍ଥ ପାଞ୍ଚଗୋଟି ବାୟୁ ମଧ୍ୟରୁ ଏକତମ — One of the 5 vital airs of the body
  • ସଂ. ବି (ବି+ଅନ. ଧାତୁ=ବଞ୍ଚିବା+କରଣ. ଅ) — [ଦ୍ର—ପ୍ରାଣ ପଞ୍ଚବାୟୁର ସମଷ୍ଟି ଅଟେ; ଏ ସବୁ ଶରୀରର ବିଭିନ୍ନ ଅଂଶରେ ଥାଏ— 1 ହୃଦୟାନ୍ତର୍ଗତ ବାୟୁର ନାମ 'ପ୍ରାଣ' 2 ଗୁହ୍ୟ ଦେଶସ୍ଥ ବାୟୁର ନାମ 'ଅପାନ', 3 ନାଭି ସମୀପସ୍ଥ ବାୟୁର ନାମ 'ସମାନ', 4 କଣ୍ଠଦେଶସ୍ଥ ବାୟୁର ନାମ 'ଉଦାନ', 5 ସର୍ବଶରୀରଗାମୀ ବାୟୁର ନାମ 'ବ୍ୟାନ']। — [ଦ୍ର—ପ୍ରାଣ ପଞ୍ଚବାୟୁର ସମଷ୍ଟି ଅଟେ; ଏ ସବୁ ଶରୀରର ବିଭିନ୍ନ ଅଂଶରେ ଥାଏ—1ହୃଦୟାନ୍ତର୍ଗତ ବାୟୁର ନାମ 'ପ୍ରାଣ'2ଗୁହ୍ୟ ଦେଶସ୍ଥ ବାୟୁର ନାମ 'ଅପାନ',3ନାଭି ସମୀପସ୍ଥ ବାୟୁର ନାମ 'ସମାନ',4କଣ୍ଠଦେଶସ୍ଥ ବାୟୁର ନାମ 'ଉଦାନ',5ସର୍ବଶରୀରଗାମୀ ବାୟୁର ନାମ 'ବ୍ୟାନ']