ବ୍ୟର୍ଥ Byartha

  • ସଂ. ବିଣ (ବି+ଅର୍ଥ) — ବିଫଳ; ବୃଥା — Fruitless; vain
  • ସଂ. ବିଣ (ବି+ଅର୍ଥ) — ପଣ୍ଡ; ନିଷ୍ପଳ — Ineffectual
  • ସଂ. ବିଣ (ବି+ଅର୍ଥ) — ନିଷ୍ପ୍ରୟୋଜନ — Useless; unnecessary
  • ସଂ. ବିଣ (ବି+ଅର୍ଥ) — ବେଫାଇଦା; ଲାଭହୀନ — Profitless
  • ସଂ. ବିଣ (ବି+ଅର୍ଥ) — ଅନର୍ଥକ — Meaningless
  • ସଂ. ବିଣ (ବି+ଅର୍ଥ) — ଅମୂଳକ — Groundless
  • ସଂ. ବିଣ (ବି+ଅର୍ଥ) — [ଦ୍ର—ଏହାର ଗ୍ରାମ୍ୟ ଅପଭ୍ରଂଶ ବିଅର୍ଥ ବେର୍ଥ।]