ବ୍ୟଥା Byathā

  • ସଂ. ବି (ବ୍ୟଥ୍ ଧାତୁ+ଭାବ. ଅ+ଆ) — ପୀଡ଼ା; କ୍ଳେଶ; ବେଦନା; ଦୁଃଖ — Pain; agony; distress
  • ସଂ. ବି (ବ୍ୟଥ୍ ଧାତୁ+ଭାବ. ଅ+ଆ) — ବିନ୍ଧା; ବଥା — Aching
  • ସଂ. ବି (ବ୍ୟଥ୍ ଧାତୁ+ଭାବ. ଅ+ଆ) — ଶୋକ — Grief; sorrow; woe
  • ସଂ. ବି (ବ୍ୟଥ୍ ଧାତୁ+ଭାବ. ଅ+ଆ) — ଭୟ — Fear; alarm