ବ୍ରଜ Braja

  • ସଂ. ବି. (ବ୍ରଜ୍ ଧାତୁ+ଭାବ. ଅ) — ଗମନ — Going; walking
  • ସଂ. ବି. (ବ୍ରଜ୍ ଧାତୁ+ଭାବ. ଅ) — (+ଅଧିକରଣ. ଅ)—ପଥ — Road; way
  • ସଂ. ବି. (ବ୍ରଜ୍ ଧାତୁ+ଭାବ. ଅ) — ଗୋଷ୍ଠ — A herd of cows; cow-pen; a pasture for cows
  • ସଂ. ବି. (ବ୍ରଜ୍ ଧାତୁ+ଭାବ. ଅ) — (+କର୍ମ. ଅ)—ସମୂହ — Multitude; assemblage
  • ସଂ. ବି. (ବ୍ରଜ୍ ଧାତୁ+ଭାବ. ଅ) — ପୌରାଣିକ ଶୂରସେନ ଦେଶ ଏକ ଅଂଶ; ଆଧୁନିକ ମଥୁରାର ଅନ୍ତର୍ଗତ ପ୍ରାଚୀନ ଗୋକୁଳ ଗ୍ରାମ — An ancient village near Mathurā
  • ସଂ. ବି. (ବ୍ରଜ୍ ଧାତୁ+ଭାବ. ଅ) — ବୃନ୍ଦାବନ — Bṛundābana
  • ସଂ. ବି. (ବ୍ରଜ୍ ଧାତୁ+ଭାବ. ଅ) — [ଦ୍ର—ଏହି ଦେଶ ବୃନ୍ଦାବନ, ଗୋକୁଳ, ମଥୁରା, ଆଗ୍ରା ଆଦି ସହିତ ପରି— ଧିରେ 178 ମାଇଲ ଅଟେ। ହି. ଶ.] — [ଦ୍ର—ଏହି ଦେଶ ବୃନ୍ଦାବନ, ଗୋକୁଳ, ମଥୁରା, ଆଗ୍ରା ଆଦି ସହିତ ପରି— ଧିରେ178ମାଇଲ ଅଟେ ହି. ଶ.]
  • ଦେ. ବି — ବ୍ରଜ ଶବ୍ଦରେ ଆରମ୍ଭ ହୋଇଥିବା ନାମଧାରୀ ବ୍ୟକ୍ତିଙ୍କୁ ଡାକିବା ନାମ — Name by which persons having names beginning with Braja are called
  • ଦେ. ବି — ଗୋପାଳ; ଗଉଡ଼ — Cowherd
  • ଦେ. ବି — (ଉ—ବ୍ରଜ ନିକର ଜାହ୍ନବୀ ଲକ୍ଷଣେ, ବିଶୁଦ୍ଧ ପୟ ଉଦୟ କରଣେ। ବଞ୍ଜ. ବୈଦେହୀଶବିଳାସ।)