ବ୍ରଜେ Braje

  • ଦେ. କ୍ରି. ବିଣ — କ୍ଷଣମାତ୍ର; ଅଳ୍ପସମୟ — A moment only
  • ଦେ. କ୍ରି. ବିଣ — (ଉ—ବ୍ରଜେ ଯେ ବ୍ରଜେ ମାତ୍ର ରହେ। କୃଷ୍ଣ ଚରଣେ ଭକ୍ତି ହୁଏ—ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।)