ବୋବା Bobā

  • ଦେ. ବିଣ. ପୁଂ (ଧ୍ୱନ୍ୟନୁକରଣ; ଯେ କଥାବାର୍ତ୍ତା କରି ନ ପାରି ବା ବା ବା, ବୋ ବୋ ବୋ, ଏହିପରି ପାଟି କରେ) — ଜଡ଼ା; ମୂକ — Mute; dumb
  • ଦେ. ବିଣ. ପୁଂ (ଧ୍ୱନ୍ୟନୁକରଣ; ଯେ କଥାବାର୍ତ୍ତା କରି ନ ପାରି ବା ବା ବା, ବୋ ବୋ ବୋ, ଏହିପରି ପାଟି କରେ) — ଖନା — Stammering
  • ଦେ. ବିଣ. ପୁଂ (ଧ୍ୱନ୍ୟନୁକରଣ; ଯେ କଥାବାର୍ତ୍ତା କରି ନ ପାରି ବା ବା ବା, ବୋ ବୋ ବୋ, ଏହିପରି ପାଟି କରେ) — (ଉ— ଶୁକ ବୋଇଲେ ଆହେ କର୍ମକର ଛାଡ, ବୋବା ବୋଲୁ ଅଛ ତ ଏଥିରେ କେ ବଡ଼—କୃଷ୍ଣସିଂହ. ମହାଭାରତ. ଶାନ୍ତି।)
  • ଦେ. ବିଣ. ପୁଂ (ଧ୍ୱନ୍ୟନୁକରଣ; ଯେ କଥାବାର୍ତ୍ତା କରି ନ ପାରି ବା ବା ବା, ବୋ ବୋ ବୋ, ଏହିପରି ପାଟି କରେ) — ବୋବାଳି (ଦେଖ) — Bobāḻi (See)