ବୋଦା Bodā

  • ଦେ. ବି (ସଂ. ବର୍କର; ପ୍ରା. ବୋକଡ଼=ଛାଗ; ସଂ. ବସ୍ତ= ଛାଗ—ଯୋଗେଶ୍ଚନ୍ଦ୍ର) — ଠାକୁରାଣୀଙ୍କ ନିକଟ ବଳି ଦିଆଯିବା ନିମନ୍ତେ ଉତ୍ସୃଷ୍ଟ ଅଣ୍ଡିରା ମେଣ୍ଢା ବା ଛେଳି ବା ମହିଷ; ଜୀବ ବଳ — Male sheep, goat or buffalo offered as a sacrifice before a Goddess; a victim for sacrifice before a Goddess
  • ଦେ. ବି (ସଂ. ବର୍କର; ପ୍ରା. ବୋକଡ଼=ଛାଗ; ସଂ. ବସ୍ତ= ଛାଗ—ଯୋଗେଶ୍ଚନ୍ଦ୍ର) — (ଉ— କର୍ଣ୍ଣଙ୍କର ଖଣ୍ଡାରେ ଭୀମ ହାତ ଗଦା, ଆଜି ହେବ ଯୁଦ୍ଧେ ଆଶ୍ୱିନ ପର୍ବ ବୋଦା। କୃଷ୍ଣସିଂହ. ମହାଭାରତ ବର୍ଣ୍ଣ।)
  • ଦେ. ବି (ସଂ. ବର୍କର; ପ୍ରା. ବୋକଡ଼=ଛାଗ; ସଂ. ବସ୍ତ= ଛାଗ—ଯୋଗେଶ୍ଚନ୍ଦ୍ର) — ଅଣ୍ଡିରା ମେଣ୍ଢା ବା ଛେଳି — A male goat or sheep
  • ଦେ. ବି (ସଂ. ବର୍କର; ପ୍ରା. ବୋକଡ଼=ଛାଗ; ସଂ. ବସ୍ତ= ଛାଗ—ଯୋଗେଶ୍ଚନ୍ଦ୍ର) — (ଗାଳି ବିଶେଷ) ଯେଉଁ ଲୋକ ଖାଇ ପିଇ ବୋଦାପରି ହୃଷ୍ଟ- ପୁଷ୍ଟ ହୋଇଥାଏ — (A term of rebuke) A person who has grown fat