ବୋତିଆ Botiā

  • ଦେ. ବିଣ (ସଂ. ପୂତି) — ଗୋମେଷାଦିଙ୍କ ଶରୀରରୁ ବାହାରିବା ପୂତି (ଗନ୍ଧ) — Disagreeable (Smell) (like that from the body of cattle and sheep)
  • ଦେ. ବିଣ (ସଂ. ପୂତି) — ପୋଚା; ସଢ଼ା (ଗନ୍ଧ) — Foetid (Smell)