ବୋତାମ Botāma

  • ବୈଦେ. ବି (ଇଂ. ବଟ୍ଟନ୍) — ଜାମା ପ୍ରଭୃତିର ବିଭିନ୍ନ ଖୋଲା ଅଂଶକୁ ଏକତ୍ ସଂଲଗ୍ନ କରିବାର ଭୁଣ୍ଡି ବା ଚକତୀ — Button
  • ବୈଦେ. ବି (ଇଂ. ବଟ୍ଟନ୍) — [ଦ୍ର—ଏହା ଧାତୁ, ଅସ୍ଥି, ଶିପ ଓ କନା ଆଦିରେ ନିର୍ମିତ ହୁଏ ।]