ବୋଣ୍ଟ Boṇṭa

  • ସଂ. ବି. (ବା ଧାତୁ= ଗତି କରିବା+କର୍ତ୍ତୃ. ଉଣ୍ଟ) — ଫୁଲ ଆଦିର ଡେମ୍ଫ; ବୃନ୍ତ — Stalk of flowers etc
  • ସଂ. ବି. (ବା ଧାତୁ= ଗତି କରିବା+କର୍ତ୍ତୃ. ଉଣ୍ଟ) — ଲଙ୍ଗଳର ବେଣ୍ଟ (ଯୋଗେଶ୍ଚନ୍ଦ୍ର) — The handle of a plough