ବୋଝେ Bojhe
- ଦେ. ବିଣ. ଓ କ୍ରି. ବିଣ — (ମନୁଷ୍ୟର, ଗାଡ଼ିର, ଡଙ୍ଗା— ଆଦିର) ଏକ ବୋଝ ପରିମିତ — One full load of
- ଦେ. ବିଣ. ଓ କ୍ରି. ବିଣ — ଗୋଟିଏ ବୋଝ ମାତ୍ର — One load only of
- ଦେ. ବିଣ. ଓ କ୍ରି. ବିଣ — ବହୁତ; ବିଶେଷ — Much; too much
- ଦେ. ବିଣ. ଓ କ୍ରି. ବିଣ — (ଯଥା—ଏ ବାକ୍ସଟା ବୋଝେ ଭାରି ହୋଇଅଛି) ।