ବୋଝେଇ Bojhei

  • ଦେ. ବି — ଭାରସ୍ଥାପନ; କୌଣସି ବ୍ୟକ୍ତି ବା ଜନ୍ତୁ ବା ଯାନ ଉପରେ ଭାର ଲଦିବା — Loading
  • ଦେ. ବି — ଭାର ବହନ କରିବାର କ୍ଷମତା — Carrying capacity
  • ବିଣ — ଯାହା ଉପରେ ଭାର ଲଦା ଯାଇଥାଏ — Loaded; laden
  • ବିଣ — (ଯଥା— ବୋଝାଇ ଗାଡ଼ି)।