ବୈସର୍ଜନ Ba̲i̱sarjana

  • ସଂ. ବି (ବିସର୍ଜନ+ଅ) — ବିସର୍ଜନ କର୍ମ — Relinquishment
  • ସଂ. ବି (ବିସର୍ଜନ+ଅ) — ବିସର୍ଜିତ ବା ଉତ୍ସୃଷ୍ଟ ବସ୍ତୁ (ହି. ଶ) — A thing which has been dedicated
  • ସଂ. ବି (ବିସର୍ଜନ+ଅ) — ଯଜ୍ଞର ବଳି (ହି. ଶ) — Vedic oblation or offering