ବୈରଖ Ba̲i̱rakha

  • ବୈଦେ ବି (ଫା. ବୈରକ୍) — ପତାକା — Flag
  • ବୈଦେ ବି (ଫା. ବୈରକ୍) — [ଉ— ଉଡ଼ୁଛନ୍ତି ଯା ଧଣ୍ଡା ବୈରଖ, ପୁଣି ବୋଲନ୍ତି ମଣିମା ଦେଖ, ଏ କେଡ଼େ ନାହିଁ କେଡ଼େ ଲହଡ଼ି, ମାନ ଆସୁଛି ଉଠି—ବ୍ରଜନାଥ ସମରତରଙ୍ଗ।]