ବୈଧ Ba̲i̱dha

  • ସଂ. ବିଣ (ବିଧି+ଅନପେତ ଅର୍ଥରେ ଅ) — ବିଧି ସମ୍ମତ — Conforming to rules
  • ସଂ. ବିଣ (ବିଧି+ଅନପେତ ଅର୍ଥରେ ଅ) — ରୀତି ସମ୍ମତ — Conforming to usage or custom
  • ସଂ. ବିଣ (ବିଧି+ଅନପେତ ଅର୍ଥରେ ଅ) — ବିଧିସିଦ୍ଧ; ଆଇନ ସଙ୍ଗତ — Legal; lawful