ବୈଦିକ Ba̲i̱dika

  • ସଂ. ବିଣ. (ବେଦ+ସମ୍ବନ୍ଧାର୍ଥେ ଇକ) — ବେଦସମ୍ବନ୍ଧୀୟ — Vedic; relating to the Bedas
  • ସଂ. ବିଣ. (ବେଦ+ସମ୍ବନ୍ଧାର୍ଥେ ଇକ) — ବେଦୋକ୍ତ; ବେଦନିର୍ଦ୍ଦିଷ୍ଟ — Enjoined or laid down in the Bedas
  • ସଂ. ବିଣ. (ବେଦ+ସମ୍ବନ୍ଧାର୍ଥେ ଇକ) — ବେଦାଧ୍ୟାୟୀ — Studying the Bedas
  • ସଂ. ବିଣ. (ବେଦ+ସମ୍ବନ୍ଧାର୍ଥେ ଇକ) — ବେଦଜ୍ଞ — Versed in the Bedas
  • ସଂ. ବି — କୁଳୀନ ବ୍ରାହ୍ମଣଙ୍କର ଶ୍ରେଣୀବିଶେଷ — A higher class of Brāhmaṇas