ବୈଣବ Ba̲i̱ṇaba
- ସଂ. ବିଣ—(ବେଣୁ=କୃତାର୍ଥେ. ଅ) — ବାଉଁଶନିର୍ମିତ — Made of bamboo
- ସଂ. ବିଣ—(ବେଣୁ=କୃତାର୍ଥେ. ଅ) — ବାଉଁଶ ସଂକ୍ରାନ୍ତ — Relating to bamboo
- ସଂ. ବିଣ—(ବେଣୁ=କୃତାର୍ଥେ. ଅ) — (ପୁଂ) ବେଣୁଜୀବୀ ବ୍ୟକ୍ତି — Trading in bamboo or manufacturing bamboo work
- ସଂ. ବିଣ—(ବେଣୁ=କୃତାର୍ଥେ. ଅ) — ବାଉଁଶ ଧାନ — Grains or seeds of bamboo