ବୈକାର Ba̲i̱kāra

  • ସଂ. ବି (ବିକାର+ଭାବ. ଅ) — ବିକୃତି — Deterioration
  • ସଂ. ବିଣ — ବିକାରସମ୍ବନ୍ଧୀୟ — Relating to deterioration
  • ଦେ. ବିଣ — ସାତ୍ତ୍ୱିକ — Relating to the satwa quality
  • ଦେ. ବିଣ — [ଉ—ବୈକାର ରାଜସ ତାମସ, ଏ ତିନିରୂପେ ତା ପ୍ରକାଶ। ଜଗନ୍ନାଥ. ଭାଗବତ।]