ବେହଦ୍ Behad

  • ବୈଦେ. ବିଣ. (ଫା. ବେହଦ୍) — ଅସୀମ — Limitless
  • ବୈଦେ. ବିଣ. (ଫା. ବେହଦ୍) — ଅଶେଷ — Endless
  • ବୈଦେ. ବିଣ. (ଫା. ବେହଦ୍) — ତାଜୁବ୍; ଆଶ୍ଚର୍ଯ୍ଯାନ୍ୱିତ — Astonished
  • ବୈଦେ. ବିଣ. (ଫା. ବେହଦ୍) — ନିର୍ବେଦ୍; କିଂ କର୍ତ୍ତବ୍ଯବିମୂଢ଼ — Bewildered