ବେହକ୍ Be hak
- ବୈଦେ. ବି (ଫା) — ଅନ୍ୟାୟ — Injustice; wrong
- ବୈଦେ. ବି (ଫା) — ସ୍ୱତ୍ୱର ଅଭାବ — Want of title
- ବୈଦେ. ବିଣ. — ଅନ୍ୟାୟ — Unjust; wrong
- ବୈଦେ. ବିଣ. — ବେଠିକ୍; ଅସତ୍ୟ — Untrue; not right
- କ୍ରି. ବିଣ — ଅନ୍ୟାୟକ୍ରମେ — Wrongly
- କ୍ରି. ବିଣ — ବୃଥା — For nothing; in vain
- କ୍ରି. ବିଣ — ବିନା ଦୋଷରେ — Without any fault