ବେସ୍ତ Besta
- ଗ୍ରା. ବି (ସଂ. ବ୍ଯସ୍ତତା) — ବ୍ଯସ୍ତତା (ଦେଖ) — Byastatā (See)
- ଗ୍ରା. ବି (ସଂ. ବ୍ଯସ୍ତତା) — (ଉ—ଧ୍ୱଜ ଯଷ୍ଟି ଧରି ରହିଲେ ମୁଣ୍ଡ ପୋତି, ତା ଦେଖି ତୁମ୍ଭ ସେନା ବେସ୍ତ କଲେ ମତି। କୃଷ୍ଣସିଂହ. ମହାଭାରତ. ଦ୍ରୋଣ)
- ଗ୍ରା. ବିଣ. (ସଂ. ବ୍ଯସ୍ତ)
- ଗ୍ରା. ବିଣ. (ସଂ. ବ୍ଯସ୍ତ (ଦେଖ) — Byasta (See)
- ଗ୍ରା. ବିଣ. (ସଂ. ରୁଗ୍ଣ — Sick; ailing; ill
- ଗ୍ରା. ବିଣ. (ସଂ. (ଉ—ମୁଁ ବେସ୍ତ ହେଇଁ ହେଇଁ ମଲିଣି। ଭିକାରୀ. ଯୌତୁକ)
- ଗ୍ରା. ବିଣ. (ସଂ. ଦୁଃଖିତ — Sorry; worried