ବେଶ୍ Beṡ

  • ବୈଦେ. ବିଣ—(ଫା. ବେଶ୍) — ଆଚ୍ଛା; ଭଲ; ଉତ୍ତମ — Good
  • ବୈଦେ. ବିଣ—(ଫା. ବେଶ୍) — ଶ୍ରେଷ୍ଠ; ଉତ୍କୃଷ୍ଟ — Excellent
  • ବୈଦେ. ବିଣ—(ଫା. ବେଶ୍) — ପ୍ରଶଂସନୀୟ — Praiseworthy
  • ବୈଦେ. ବିଣ—(ଫା. ବେଶ୍) — ଖୁବ୍; ବହୁତ — Much; great
  • ବୈଦେ. ବିଣ—(ଫା. ବେଶ୍) — ସୁନ୍ଦର — Beautiful; charming
  • କ୍ରି. ବିଣ — ଆଚ୍ଛା — Well
  • କ୍ରି. ବିଣ — ଉତ୍ତମରୂପେ — Goodly
  • କ୍ରି. ବିଣ — ଖୁବ୍; ଅତ୍ୟନ୍ତ — Greatly; much
  • ଅ — (ଅନୁମୋଦନାର୍ଥକ) ଭଲ ହେଲା — Well done !