ବେଶବାସ Beṡabāsa
- ସଂ. ବି ( 6 ଷ୍ଠୀ ତତ୍; ବା ବହୁବ୍ରୀହି) — ବେଶ୍ୟାଗୃହ (ହି. ଶ) — Prostitute's house; a house of ill fame
- ଦେ. ବି (ସଂ. ବେଶ ସଙ୍ଗେ ଧ୍ୱନ୍ୟର୍ଥକ ବାସ ଶବ୍ଦର ଯୋଜନା।) — ବେଶ — Dress; garb
- ଦେ. ବି (ସଂ. ବେଶ ସଙ୍ଗେ ଧ୍ୱନ୍ୟର୍ଥକ ବାସ ଶବ୍ଦର ଯୋଜନା।) — ବେଶରଚନ — Toilette