ବେଲ୍ଲହଳ Bellahaḻa

  • ସଂ. ବି—(ବେଲ୍ଲ୍ ଧାତୁ=ଚଞ୍ଚଳ ହେବା+ଅହଳ) — ଲମ୍ଫଟ; କାମୁକ — A lecher
  • ସଂ. ବି—(ବେଲ୍ଲ୍ ଧାତୁ=ଚଞ୍ଚଳ ହେବା+ଅହଳ) — ନାଗର — Gallant