ବେଲୁଁ Beḻuñ

  • ଦେ. କ୍ରି. ବିଣ — ଆଦ୍ୟରୁ; ପ୍ରଥମରୁ — From the beginning
  • ଦେ. କ୍ରି. ବିଣ — [ଉ—କି ହିସାବ ଦେବା ବେଳୁଁ ତାହା ଭାବ। ରାଧାନାଥ. ଦରବାର।]
  • ଦେ. କ୍ରି. ବିଣ — ପୂର୍ବରୁ — From before