ବେଲି Beli
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — ପରିହାସ; ଥଟ୍ଟା — Jesting
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — ଭଙ୍ଗୀ; ଛଇ; କୌତୁକ — Trick; sport; amusement
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — ଢଙ୍ଗ — Mode; manner
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — (ଉ—ଯେଉଁ କାଳେ ଯେଉଁ ଯୋନି ମୁଁ ଆଶ୍ରା କରେଁ, ସେ କାଳରେ ଚାଲଇଁ ସେ ଚାଲି ବେଲିରେ। କୃଷ୍ଣସିଂହ. ମହାଭାରତ ଅଶ୍ୱମେଧ।)
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — ଛଟା ଗାଳିବା — Feigning
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — ରସିକତା — Gallantry
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — ମିଥ୍ୟାକଥା — False words
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — ଛୋଟ ବେଲା ବା କଂସା — Small metal bowl
- ଦେ. ବି. (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂ. ବେଲ୍ଲ ହଳ— କେଳିନାଗରୀ; କିମ୍ବା ସଂ. ବ୍ୟଲୀକ) — [ଦ୍ର—ବଙ୍ଗଳା 'ବେଲୀ'ର ଅର୍ଥ ଫନ୍ଦଉଚ୍ଚା ଥାଳୀ।]