ବେଲାର Belāra

  • ପ୍ରାଦେ. (କୁଜଙ୍ଗ ଆଦି ତଳମାଳ) ବି — ଚାରିଆଡ଼େ ଏରା ବା ବାଲିକୁଦବେଷ୍ଟିତ ସମୁଦ୍ର ଉପକୂଳବର୍ତ୍ତୀ ଚାଷ ଜମି — Arable land in the sea coast surrounded by sand-dunes