ବେରା Berā

  • ପ୍ରାଦେ. (ମେଦିନୀପୁର) ବି. (ତୁଳ ଓଡ଼ିଆ କେଉଟଙ୍କ ଉପାଧି ବେହେରା) — ମାହିଷ୍ୟ କୈବର୍ତ୍ତମାନଙ୍କର ବଂଶୋପାଧି— ବିଶେଷ; ବେହେରା — A family title of fishermen and Māhishyas
  • ପ୍ରାଦେ (ଭତଡ଼ୀ ଭାଖା)—ବି — ବେଳ — Time