ବେମନ Bemana

  • ଦେ. ବି—(ସଂ. ବିମନସ୍) — ମନର ଅମେଳ; ମନୋମାଳିନ୍ୟ; ମତଭେଦ — Difference of opinion; disagreement
  • ଦେ. ବି—(ସଂ. ବିମନସ୍) — ବିବାଦ — Dispute
  • ଦେ. ବି — ବିମନାଃ