ବେଭଳି Bebhaḻi

  • ଗ୍ରା. ବିଣ — ବିହ୍ୱଳ — Bewildered
  • ଗ୍ରା. ବିଣ — [ଉ—ବେଭଳି ମତି ଆରତ ହତଜ୍ଞାନେ ବିକଳେ ଲୋଟି ସାଉଁଟିଲେ— ପ୍ରାଚୀ. ରହସ୍ୟମଞ୍ଜରୀ।]