ବେପଥୁ Bepathu
- ସଂ. ବି (ବେପ୍ ଧାତୁ+ ଭାବ. ଅଥୂ) — କମ୍ପ; କମ୍ପନ — Shaking; trembling; quaking; shiver; tremor
- ସଂ. ବି (ବେପ୍ ଧାତୁ+ ଭାବ. ଅଥୂ) — [ଦ୍ର—ଏହା ଅଷ୍ଟ ସାତ୍ତ୍ୱିକାନୁଭାବ ମଧ୍ୟରୁ ଏକତମ—ରାଗ, ଦ୍ୱେଷ ବା ସ୍ନେହାଦି ହେତୁରୁ ଯେଉଁ ଗାତ୍ର— କମ୍ପ ହୁଏ ତାହାର ନାମ ବେପଥୁ। ଏହାର ଉଦାହରଣ— ଲେଖୁ ଲେଖୁ ଚିତ୍ରଲାକ୍ଷାକମ, ଲେଖିଲେ ତହିଁରେ ନିଜ ନାମ, ଥରକୁଥର ଥରିଲା ତାଙ୍କ କର, ଦେଖି ସଖି ମୁହିଁ କଲି ତମ, ଗୋ ଦେଲି କହି ନବ ଗର୍ବ ତୋର ଛାଡ଼ି ନାହିଁ—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି।]