ବେଦନ Bedana

  • ସଂ. ବି. (ବିଦ୍ ଧାତୁ=ଜାଣିବା+ଭାବ. ଅନ) — ବୋଧ; ଅନୁଭବ — Sensation; conception
  • ସଂ. ବି. (ବିଦ୍ ଧାତୁ=ଜାଣିବା+ଭାବ. ଅନ) — ଜ୍ଞାନ — Knowledge
  • ସଂ. ବି. (ବିଦ୍ ଧାତୁ=ଜାଣିବା+ଭାବ. ଅନ) — ଯାତନା; ବ୍ଯଥା; କ୍ଳେଶାନୁଭବ (ଶାରୀରିକ ଓ ମାନସିକ) — Agony; anguish; throes; pain (bodily and mental)
  • ସଂ. ବି. (ବିଦ୍ ଧାତୁ=ଜାଣିବା+ଭାବ. ଅନ) — କଷ୍ଟ; ଦୁଃଖ — Distress; trouble; sufferings
  • ସଂ. ବି. (ବିଦ୍ ଧାତୁ=ଜାଣିବା+ଭାବ. ଅନ) — ବିବାହ; ପରିଣୟ — Marriage; wedding
  • ସଂ. ବି. (ବିଦ୍ ଧାତୁ=ଜାଣିବା+ଭାବ. ଅନ) — ଦାନ; ଉପଢୌକନ — Gift; present; donation
  • ସଂ. ବି. (ବିଦ୍ ଧାତୁ=ଜାଣିବା+ଭାବ. ଅନ) — ଶୂଦ୍ରକାମିନୀ ଉତ୍କୃଷ୍ଟ ବର୍ଣ୍ଣର ବରଙ୍କୁ ବିବାହ କଲେ ସ୍ତ୍ରୀର ସ୍ୱାମୀଙ୍କର ଉତ୍ତରୀୟ ବସ୍ତ୍ରର ପ୍ରାନ୍ତ ଧାରଣ ରୂପ ଆଚାର — The ceremony of a Ṡūdra bride holding the end of the outer sheet of a bridegroom of a higher caste while marrying him