ବେତା Betā

  • ଦେ. ବି (ସଂ. ବେତ୍ରାଧାର) — ବେତରେ ବୁଣା ଯାଇଥିବା ବଡ଼ ଟୋକେଇ — Big baskets made of split canes
  • ଦେ. ବି (ସଂ. ବେତ୍ରାଧାର) — [ଦ୍ର—ବଡ଼ ଟୋକେଇ =ବେତା, ସାଧାରଣ ଟୋକେଇ=ବେତ ଟୋକେଇ; ଛୋଟ ଟୋକେଇ=ବେତୁଲି।]