ବେତସ Betasa

  • ସଂ. ବି (ବେ ଧାତୁ=ବୁଣିବା+ଅସ ନିପାତନ ବା ବୀ ଧାତୁ= ଗମନ କରିବା+ତସ ନିପାତନ) — ବେତ ଗଛ; ବାନୀର — Rotan (plant); cane; Calamus Rotang