ବେତରଫ୍ Betaraph

  • ବୈଦେ. ବିଣ. (ଫା. ବରତରଫ୍) — ସ୍ଥଗିତ; କାର୍ଯ୍ୟରୁ କିଛି କାଳ ପାଇଁ (ଦୋଷବଶତଃ) ରହିତ କରାଯିବା — Suspended