ବେତନସି Betanasi

  • ଦେ. ବି (ସଂ. ବେତ୍ର+ନାସା) — ବେତ ଡାଳରୁ ବାହାରିଥିବା ଆଙ୍କୁଶା କଣ୍ଟା— ଯୁକ୍ତ ତନ୍ତୁ — Fibres of feelers coming out of the body of the cane plant full of hooked thorns
  • ଦେ. ବି (ସଂ. ବେତ୍ର+ନାସା) — [ଉ—ବେତନାସି ଗୋଚ୍ଛାରେ ବାଡ଼େଇଲା ପରି ନାଉରୀମାନଙ୍କ ଦେହକୁ ପାଣିଛିଟା ମାରୁଛି—ଫକୀରମୋହନ. ଗଳ୍ପସ୍ୱଳ୍ପ।)
  • ଦେ. ବି (ସଂ. ବେତ୍ର+ନାସା) — [ଦ୍ର—ଏହି ନାସିରେ ପତ୍ର ନ ଥାଏ ଓ ଏ ଅନ୍ୟ ଗଛରେ ଗୁଡ଼ାଇ ହୋଇ ବେତଲତାକୁ ଉତ୍ତୋଳନ କରି ଧରେ।]