ବେଣିଆ Beṇiā

  • ଦେ. ବି — କହୁଣିଆ 2 (ଦେଖ) — କହୁଣିଆ2(ଦେଖ)—Kahuṇiā 2 (See)
  • ପ୍ରାଦେ. (ବାଲେଶ୍ୱର) ବି — ମଉଡ଼ମରା ଘରର ଚାଳ ତଳେ ଥିବା କଣକାଣ୍ଡ — Plate laid at the corners below the thatch of a block. house
  • ଦେ. ବିଣ — ବେଣିପରି ମୋଡ଼ାମୋଡ଼ା — Braided
  • ପ୍ରାଦେ. (ଉତ୍ତର ବାଲେଶ୍ୱର) ବି — ନିଆଁ ରଖିବା ଅଟା — Braided straw for preserving fire