ବେଜି Beji

  • ପ୍ରାଦେ (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ବେଜୀ) — ପ୍ରବୀଣ ଗୁଣିଆ — An expert magician
  • ପ୍ରାଦେ. (ଗଞ୍ଜାମ) ବି — ବେଜିଡ଼ି (ଦେଖ) — Bejiṟḍ̠i (See)