ବେଜିତ Bejita
- ସଂ. ବିଣ. (ପୁଂ ବିଜ୍ ଧାତୁ ଣିଚ୍=ବେଜି ଧାତୁ—ଭୀତ ହେବା +କର୍ତ୍ତୃ. ତ) — ଭୀତ — Frightened
- ସଂ. ବିଣ. (ପୁଂ ବିଜ୍ ଧାତୁ ଣିଚ୍=ବେଜି ଧାତୁ—ଭୀତ ହେବା +କର୍ତ୍ତୃ. ତ) — ଭୟକମ୍ପିତ — Terrified
- ସଂ. ବିଣ. (ପୁଂ ବିଜ୍ ଧାତୁ ଣିଚ୍=ବେଜି ଧାତୁ—ଭୀତ ହେବା +କର୍ତ୍ତୃ. ତ) — ପ୍ରପୀଡ଼ିତ; କ୍ଳେଶିତ — Oppressed