ବେଗାର୍ Begār

  • ବୈଦେ. ବି. (ଫା. ବେଗାର୍) — ବେଠି; ବିନା ଦରମାରେ ବାଧ୍ୟତାମୂଳକ ପରିଶ୍ରମ — Impressment of persons into compulsory service without remuneration; forced labour
  • ବୈଦେ. ବି. (ଫା. ବେଗାର୍) — ବେଠିଆ — Persons impressed into service without pay
  • ବୈଦେ. ବି. (ଫା. ବେଗାର୍) — ରାଜାଙ୍କ ଗହଣରେ ବା ବରଯାତ୍ରୀଙ୍କ ସଙ୍ଗେ ଆସିଥିବା ଅନୁଚରଦଳ (ଯଥା—ବେହେରା, ଭାରୁଆ, ବାଜାଦାର୍) — Menials accompanying a royal or marriage procession