ବେଉସା Beusā

  • ଦେ. ବି (ସଂ. ବ୍ଯବସାୟ) — ବ୍ଯବସାୟ; ବେପାର — Trade;
  • ଦେ. ବି (ସଂ. ବ୍ଯବସାୟ) — ଜୀବିକା — Occupation; calling; business
  • ଦେ. ବି (ସଂ. ବ୍ଯବସାୟ) — ତେଲିମାନେ ତେଲ ପେଡ଼ିବା ପାଇଁ ଯେଉଁ ତୈଳବୀଜ ଆଣନ୍ତି — Oil seeds brought by oilmen for manfacturing oil
  • ଦେ. ବି (ସଂ. ବ୍ଯବସାୟ) — ଫନ୍ଦା; ଫସଲ; ଶସ୍ୟ — Crop
  • ଦେ. ବି (ସଂ. ବ୍ଯବସାୟ) — (ଉ— ଦ୍ରୋଣ ବାଡ଼ ଭାଙ୍ଗିଣ ଗଲେ ତ ସାତ୍ୟକି, ମୋର ସୁତ ବେଉସା ରହି ପାରିବ କି—କୃଷ୍ଣସିଂହ. ମହାଭାରତ. ଦ୍ରୋଣ।)
  • ଦେ. ବି (ସଂ. ବ୍ଯବସାୟ) — ବେଉଡ଼ା (ଦେଖ) — Beuṟḍ̠ā (See)