ବେଉତ Beuta
- ଦେ. ବି. (ସଂ. ବଣ୍ଟନ; ସଂ. ବିଭକ୍ତ) — ବଣ୍ଟନ — Distribution
- ଦେ. ବି. (ସଂ. ବଣ୍ଟନ; ସଂ. ବିଭକ୍ତ) — ବରାଦ; କାର୍ଯ୍ୟର ବ୍ଯବସ୍ଥା — Arrangement
- ଦେ. ବି. (ସଂ. ବଣ୍ଟନ; ସଂ. ବିଭକ୍ତ) — ବିଭାଗ କରଣ — Division
- ଦେ. ବି. (ସଂ. ବଣ୍ଟନ; ସଂ. ବିଭକ୍ତ) — ବହୁଲୋକ ମଧ୍ୟରେ କାର୍ଯ୍ୟକ୍ରମର ବିଭାଗ ବା ବଣ୍ଟନ — Division of labour; distribution of work or labour amongst many workers