ବେ ମଉକା Be maukā
- ବୈଦେ. ବି (ଫା. ବେ+ମୌକା=ସ୍ଥାନ; ସୁବିଧା) — ଅଖଞ୍ଜ; ଅସୁବିଧା — Inconvenience; want of opportunity
- ବୈଦେ. ବି (ଫା. ବେ+ମୌକା=ସ୍ଥାନ; ସୁବିଧା) — ଅସଙ୍ଗତି — Impropriety
- ବୈଦେ. ବି (ଫା. ବେ+ମୌକା=ସ୍ଥାନ; ସୁବିଧା) — ଅଯୋଗ୍ୟତା — Unfitness
- ବୈଦେ. ବିଣ (ଫା) — ଅଖଞ୍ଜିଆ; ଅସୁବିଧାଜନକ — Inconvenient
- ବୈଦେ. ବିଣ (ଫା) — ଅସାମୟିକ — Unseasonable
- ବୈଦେ. ବିଣ (ଫା) — ରୀତିବିରୁଦ୍ଧ; ଅସଙ୍ଗତ — Improper; irregular
- ବୈଦେ. ବିଣ (ଫା) — ଦେଶକାଳକୁ ଅନୁପଯୁକ୍ତ — Inopportune
- ବୈଦେ. ବିଣ (ଫା) — ସ୍ଥାନଭ୍ରଷ୍ଟ — Displaced from the proper place
- ବୈଦେ. ବିଣ (ଫା) — ଅଯୋଗ୍ୟ — Unfit