ବେ ନଜର Be najara

  • ବୈଦେ. ବି (ଫା) — ତତ୍ତ୍ୱାବଧାରଣର ଅଭାବ — Want of supervision
  • ବୈଦେ. ବି (ଫା) — ବେ ଅନୁଗ୍ରହ ଦୃଷ୍ଟି — Unfavourable look
  • ବୈଦେ. ବି (ଫା) — ଦୂରଦୃଷ୍ଟିର ଅଭାବ — Want of foresight
  • ବୈଦେ. ବି (ଫା) — ଦୃଷ୍ଟିର ଅଭାବ — Negligence
  • ବୈଦେ. ବିଣ — ବେନଜରି (ଦେଖ) — Benajari (See)